ଶେଷରେ କଣ୍ଟିଘାଇରୁ ମିଳିଲା ଚନ୍ଦନଙ୍କର ଶବ

ଭଦ୍ରକ: ଶେଷରେ ମିଳିଲା ଚନ୍ଦନଙ୍କ ଶବ । ନିଖୋଜ ହେବାର ୩୫ ଘଣ୍ଟା ପରେ ଭଦ୍ରକ ଜିଲ୍ଲା କଣ୍ଟିଘାଇରୁ ମିଳିଥିବା ଶବ ଚନ୍ଦନଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି । ଚନ୍ଦନଙ୍କ ଭାଇ ମୃତଦେହ ତାଙ୍କ ଭାଇଙ୍କର ବୋଲି କହିବା ପରେ ସବୁ ଆଶା ଆଶଙ୍କାର ଅବସାନ ହୋଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଘର । ତେବେ କୁନି ଝିଅର ଶବ ଏ ଯାଏ ମିଳିନି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ବା … Continue reading ଶେଷରେ କଣ୍ଟିଘାଇରୁ ମିଳିଲା ଚନ୍ଦନଙ୍କର ଶବ