26.1 C
Bhubaneswar
Friday, March 29, 2024
Homeଓଡିଶା‘ଭିନ୍ନ ସମୟ’ର ଚିତ୍ରକର ଏବେ ଭିନ୍ନ ଦୁନିଆରେ ମନମୋହନ ମହାପାତ୍ର

‘ଭିନ୍ନ ସମୟ’ର ଚିତ୍ରକର ଏବେ ଭିନ୍ନ ଦୁନିଆରେ ମନମୋହନ ମହାପାତ୍ର

ଭୁବନେଶ୍ୱର : ଜାତୀୟ-ଅନ୍ତଜାର୍ତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପରଲୋକ । ଓଡ଼ିଶାର ବିଶିଷ୍ଟ ଫିଲ୍ମ ନିର୍ମାତା, ଲେଖକ ତଥା ନିର୍ଦ୍ଦେଶକ ଥିଲେ। ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।  ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି ।
୧୯୫୧ ମସିହାରେ ମନମୋହନ ମହାପାତ୍ରଙ୍କ ଜନ୍ମ ହୋଇଥିଲା । ସେ ପୁନେ ଏଫଟିଆଇଆଇରୁ ପାସ୍ କରିବା ପରେ ୧୯୭୬ ମସିହାରେ ଓଡ଼ିଆ ଫିଲ୍ମ ‘ଶୀତରାତି’ ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମ ଜାତୀୟ ପୁରସ୍କାର ପାଇଥିଲା । ସେ ଅନେକ ଫିଲ୍ମ ମଧ୍ୟ ନିର୍ମାଣ କରିଥିବା ଜଣାପଡିଛି ।
https://onakhabar.com/2020/01/13/rayagada-gunpur-strick/
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking