40.1 C
Bhubaneswar
Thursday, April 25, 2024
Homeମନୋରଞ୍ଜନଫିଲ୍ମ ଓ ଟିଭି ପୋଗ୍ରାମ ସୁଟିଂ ପାଇଁ ଏସଓପି ଜାରି

ଫିଲ୍ମ ଓ ଟିଭି ପୋଗ୍ରାମ ସୁଟିଂ ପାଇଁ ଏସଓପି ଜାରି

ନୂଆଦିଲ୍ଲୀ: କରୋନା ସଙ୍କଟ ପାଇଁ ଫିଲ୍ମ ଓ ଟିଭି ଆଦିର ସୁଟିଂ ବନ୍ଦ ହୋଇ ପଡିଛି । ଏହାରି ମଧ୍ୟରେ କେନ୍ଦ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଫିଲ୍ମ ଓ ଟିଭି ପୋଗ୍ରାମ ସୁଟିଂ ପାଇଁ ଏସଓପି ଜାରି ହୋଇଛି । ଏବେ ଫିଲ୍ମ ଓ ଟିଭି ସିରିଏଲ ସୁଟିଂ ଆରମ୍ଭ ହୋଇପାରିବ ।



କିନ୍ତୁ ସୁଟିଂ ବେଳେ ମାସ୍କ ପିନ୍ଧିବା ଜରୁରୀ । କ୍ୟାମେରା ସାମ୍ନାରେ ଥିବା ବେଳେ ମାସ୍କ ନପିନ୍ଧିଲେ ଚଳିବ । ସୁଟିଂ ସେଟକୁ କିଛି ସମୟ ବ୍ୟବଧାନରେ ସାନିଟାଇଜ କରାଯିବ । ସୁଟିଂ ସେଟରେ ଦର୍ଶକ ରହି ପାରିବେ ନାହିଁ ବୋଲି କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking