ଅକଳରେ ପିନାକୀ ମିଶ୍ର!

ନୂଆଦିଲ୍ଲୀ: ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ନାଁରେ ସାଂଘାତିକ ଅଭିଯୋଗ ହୋଇଛି । ଆର୍ଥିକ ହେରଫେର, ମନି ଲଣ୍ଡରିଂ ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ସଂସଦରେ ଦେଶ ସୁରକ୍ଷାର ଗୁପ୍ତ ତଥ୍ୟ ନେଇ ପ୍ରଶ୍ନ ପଚାରିବା ଅଭିଯୋଗ ହୋଇଛି । ସନ୍ଦେହଜନକ ସମ୍ପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା ଅଭିଯୋଗ ହୋଇଛି । ନ୍ୟୁକ୍ଲିୟର ବୁଡା ଜାହାଜ, ମିଶାଇଲ ସିଷ୍ଟମ୍ ସମ୍ପର୍କିତ ତଥ୍ୟ ପଚାରିବା ଅଭିଯୋଗ ହୋଇଛି । ଗୃହ ମନ୍ତ୍ରାଳୟ … Continue reading ଅକଳରେ ପିନାକୀ ମିଶ୍ର!