ଫାଇଲ୍ ଗାଏବ: ଥାନାକୁ ଗଲା ବିଜେପି

ଭୁବନେଶ୍ୱର: ଶ୍ରୀମନ୍ଦିର ଫାଇଲ୍ ହଜିଯିବା ପ୍ରସଙ୍ଗରେ ଥାନାକୁ ଗଲା ବିଜେପି । କ୍ୟାପିଟାଲ ଥାନାରେ ୬ ଜଣିଆ ବିଜେପି ପ୍ରତିନିଧି ଦଳର ଅଭିଯୋଗ କରିଥିବା  ବୋଲି ଜଣାପଡିଛି । ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ଥାନାକୁ ଯାଇଥିଲେ ବିଜେପି ଟିମ୍ । ଜାଣିଶୁଣି ଫାଇଲ୍ ହଜାଇ ଦିଆଯାଇଥିବା ଅଭିଯୋଗ କଲେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଫାଇଲ୍ ହଜାଇ ଦିଆଯାଇଛି ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି … Continue reading ଫାଇଲ୍ ଗାଏବ: ଥାନାକୁ ଗଲା ବିଜେପି