28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଯାଜପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲାରେ ଆରମ୍ଭ ହୋଇଛି ପିଂଭର କ୍ଲିନିକ୍

ଯାଜପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲାରେ ଆରମ୍ଭ ହୋଇଛି ପିଂଭର କ୍ଲିନିକ୍

ଯାଜପୁର: କୋରୋନା ସମୟରେ ଲୋକଙ୍କୁ ଥଣ୍ଡା,ଜ୍ୱର ହେଲେ ଭୟରେ ଡାକ୍ତରଖାନାକୁ ନଯାଇ ଘରେ ରହୁଛନ୍ତି । ପଂଳରେ ରୋଗୀ ଅଧିକ ଗୁରୁତର ହେଉଛନ୍ତି । ଆଉ ଯେଉଁମାନେ ଯାଉଛନ୍ତି କୋରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହୁଛି । ସେଥିପାଇଁ ଯାଜପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲାରେ ଆରମ୍ଭ ହୋଇଛି ପିଂଭର କ୍ଲିନିକ୍ । ଆଜି ଦେବୀଦ୍ୱାର ଠାରେ ଏହି ପିଂଭର କ୍ଲିନକର ଶୁଭାରମ୍ଭ କରାଯାଇଛି । ଯେଉଁଠି ଥଣ୍ଡା,ଜ୍ୱର,କାଶ ଆଦି ରୋଗର ଚିକିତ୍ସା କରାଯିବା ସହିତ ରୋଗୀ ମାନଙ୍କୁ ମାଗଣା ଔଷଧ ମଧ୍ୟ ବଂଟନ କରାଯାଉଛି । ଜିଲାର ଆଉ ୩ଟି ସ୍ଥାନରେ ଏହି ପିଂଭର କ୍ଲିନିକ୍ ଖୋଲାଯିବ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି । ଏହି ସୁବିଧାର ଲାଭ ଉଠାଇବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking