28.1 C
Bhubaneswar
Thursday, March 28, 2024
Homeଓଡିଶାଅନ୍ତର୍ଜାତୀୟ ମହିଳା ଦିବସ ରେ ମହିଳା ମାଓବାଦୀ ର ଆତ୍ମସମର୍ପଣ

ଅନ୍ତର୍ଜାତୀୟ ମହିଳା ଦିବସ ରେ ମହିଳା ମାଓବାଦୀ ର ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲା ହାର୍ଡକୋର ମହିଳା ମାଓବାଦୀ ଦେବେ । ଦେବେ ଦୀର୍ଘଦିନ ରୁ ମାଓ ସଂଗଠନ ରେ ସାମିଲ ଥିଲା । ଦରଭା ଡିଭିଜନ ରେ ଦେବେ ମାଓ କମାଣ୍ଡର ରୂପେ କାମ କରିବା ସହ ଅନେକ ହିଂସାକାଣ୍ଡ ରେ ଜଡିତ ଥିଲା । ଦେବେ ର ମାଓବାଦୀ ସ୍ୱାମୀ ଗତକିଛି ଦିନ ପୂର୍ବରୁ ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଆଜି ଦେବେ ର ଆତ୍ମସମର୍ପଣ ନିହାତି ରୂପେ ମାଓ ସଂଗଠନ କୁ ଶକ୍ତ ଝଟକା ଦେଇଛି । ଦେବେ ନାମରେ ୪ଲକ୍ଷ ଟଙ୍କାର ଇନାମ ଥିବା ବେଳେ ଆଗାମୀ ଦିନରେ ଦେବେ କୁ ସରକାରୀ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ମାଲକାନଗିରି ଏସପି ମତ ରଖିଛନ୍ତି । ଏହା ସହ ପୂର୍ବରୁ ଆତ୍ମସମର୍ପଣ କରିଥିବା ୧୪ ମହିଳା ମାଓବାଦୀ ଙ୍କୁ ଆଜି ବିଶ୍ୱ ମହିଳା ଦିବସ ଅବସରରେ ରେ ମାଲକାନଗିରି ଏସପିଙ୍କ ପକ୍ଷରୁ ଶାଢୀ ପ୍ରଦାନ କରିବା ସହ ମୁଖ୍ୟ ସ୍ରୋତ ରେ ସାମିଲ ହେବାରୁ ସେମାନଙ୍କୁ ଧନ୍ୟବାଦ ଦିଆଯାଇଛି ।
https://onakhabar.com/2020/03/08/man-found-dead-with-throat-slit-neighbour-says-he-was-afraid-of-brothers-ghost/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking