ବ୍ୟୁରୋ : ସୌମ୍ୟ ପଟ୍ଟନାୟକଙ୍କୁ ପୁଣି ଚ୍ୟାଲେଞ୍ଜ କଲେ ଅନୁଭବ ପଟ୍ଟନାୟକ | ଦଳୀୟ ସାଥି ତଥା ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବଙ୍କ ଚ୍ୟାଲେଞ୍ଜ | ଓଡିଶା ବାସୀଙ୍କ ପାଖରେ ସୌମ୍ୟଙ୍କ ଗୁମର ପଦାରେ ପଡିଛି ବୋଲି କହିଲେ | କାଲି ୫-ଟି ସଚିବଙ୍କ ବାବଦ ଆଲେଖ୍ୟକୁ ନେଇ ଚ୍ୟାଲେଞ୍ଜ କରିଥିଲି | ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ କେଉଁ ମିଟିଂରେ କହିଥିଲେ ପଚାରିଥିଲି | ଏନେଇ ସେ କୌଣସି ପ୍ରମାଣ ଦେଇ ପାରିନାହାନ୍ତି କହିଛନ୍ତି … Continue reading ସୌମ୍ୟଙ୍କୁ ଚ୍ୟାଲେଞ୍ଜ କଲେ ଅନୁଭବ
Copy and paste this URL into your WordPress site to embed
Copy and paste this code into your site to embed