ONA KHABAR
ରମାଦେବୀ ବିଶ୍ୱବିଦ୍ୟାଳୟରେ ବିସିଜେଡିର ବାଜିମାତ
ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟରେ ବାଜିମାତ ମାରିଛି ବିସିଜେଡି । ସୋନାଲି ବେହେରା ସଭାପତି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଛାତ୍ରୀଙ୍କ ମଧ୍ୟରେ ଉତ୍ସାହର ସୁଅ ଦେଖିବାକୁ ମିଳିଛି । ଛାତ୍ରୀମାନେ ଭାବ ବିହ୍ୱଳ ହୋଇ ଧର୍ମର ହେବ ଜୟ ବୋଲି ନାରା ଦେଇ ପୁରା ରମାଦେବୀ ବିଶ୍ୱ ବିଦ୍ୟାଳୟ କମ୍ପି ଉଠୁଛି । ସେହିଭଳି ରଭେନ୍ସା ବିଶ୍ୱବିଦ୍ୟାଳୟରେ ବିସିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସଭାପତି ଭାବେ ବିଶ୍ୱଜିତ ସାହୁ ବିଜୟୀ ହୋଇଛନ୍ତି । ଏବିଭିପି ଏବଂ ବିସିଜେଡି ମଧ୍ୟରେ କଡା ଟକ୍କର ଲାଗିଥିଲା । ଏବେ ପଲ୍ଲା ବିସିଜେଡିର ଭାରୀ ରହିଛି । ବିସିଜେଡିର ବାଲଟ ପେପର ଅଦଳ ବଦଳର ଅଭିଯୋଗ ପରେ ମଧ୍ୟ ରମାଦେବୀ ବିଶ୍ୱବିଦ୍ୟାଳୟରେ ବିସିଜେଡି ବାଜିମାତ ମାରିଛି ।
The post ରମାଦେବୀ ବିଶ୍ୱବିଦ୍ୟାଳୟରେ ବିସିଜେଡିର ବାଜିମାତ appeared first on ONA KHABAR.
ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ବିଜୟ କରାଇବାକୁ ସରକାରୀ କଳର ଅପବ୍ୟବହାର କରୁଛି ବିଜେପି । ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ବିଜେପି ସରକାର ଭୟଭୀତ ହୋଇ ଗିରଫ କରାଇଛନ୍ତି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, ଶ୍ରୀ ତୁମ୍ୱନାଥ ପଣ୍ଡା, ଅମି୍ରତା ମିଶ୍ର, ସୋଫିଆ ଆଲାମ୍, ସ୍ୱରାଜଲକ୍ଷ୍ମୀ ସାମଲ, ମଧୁସ୍ମିତା ପରିଡ଼ା ପ୍ରମୁଖ ରାଜ୍ୟ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି ।
ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ବିଜେପି ସରକାର ପ୍ରଶାସନ ଓ ପୋଲିସକୁ କାମରେ ଲଗାଇ ଦେଇଛି । ପରାଜୟକୁ ଆଶଙ୍କା କରି ଅସହିଷ୍ଣୁ ହୋଇ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ଚକ୍ରାନ୍ତ କରି ଗିରଫ କରିଛି ବିଜେପି ସରକାର । ବିସିଜେଡି ପ୍ରତି ବିପୁଳ ସମର୍ଥନ ଯୋଗୁଁ ରାଜ୍ୟର ବହୁ କଲେଜରେ ବିସିଜେଡି ପ୍ରାର୍ଥୀ ବିଜୟ ହାସଲ କରୁଛନ୍ତି, ଯାହାକୁ ବିଜେପି ସହଜରେ ଗ୍ରହଣ କରିପାରୁ ନାହିଁ । ଏବିଭିପି ପ୍ରାର୍ଥୀଙ୍କୁ ବିଜୟ କରାଇବା ପାଇଁ ବିଜେପି ସରକାରୀ କଳ ଓ ବଳ ଲଗାଇବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ପ୍ରାର୍ଥୀ ଚୋରି ଓ ଭୋଟ ଚୋରି କରି ଛାତ୍ର ସଂସଦ ନିର୍ବାଚନ ହାତେଇବାକୁ ଚକ୍ରାନ୍ତ କରୁଛି ବିଜେପି । ଇପ୍ସିତା ସାହୁ ସେଥିରେ ବାଧା ସୃଷ୍ଟି କରିବାରୁ ତାଙ୍କୁ ଗିରଫ କରାଯାଇଛି । ଅନେକ ସ୍ଥାନରେ ବିଜେପି ବିସିଜେଡି ପ୍ରାର୍ଥୀଙ୍କୁ ଅପହରଣ କରି ନେଇଛି, ଯାହାକି ଅତ୍ୟନ୍ତ ନିନ୍ଦନୀୟ ।
ଶ୍ରୀ ତୁମ୍ବନାଥ ପଣ୍ଡା କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ଜେନ ଜି ମାନଙ୍କ ବିପୁଳ ସମର୍ଥନ ରହିଥିବାରୁ ଅନେକ କଲେଜରେ ବିସିଜେଡି ପ୍ରାର୍ଥୀ ବିଜୟ ହୋଇଛନ୍ତି । ଛାତ୍ର ସଂସଦ ନିର୍ବାଚନରେ ବିଜେଡିର ଛାତ୍ର ସଭାପତିଙ୍କ ଉପସ୍ଥିତିକୁ ସହ୍ୟ କରିପାରୁନି ବିଜେପି । ନିର୍ବାଚନରେ ବିଜେପି ନେତା ମାନେ ହସ୍ତକ୍ଷେପ କରୁଥିବା ବେଳେ ପୋଲିସ ପ୍ରଶାସନ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଇପ୍ସିତା ସାହୁଙ୍କୁ ଗିରଫ କରିବା ହୀନମନ୍ୟତାର ପରିଚୟ । ବିଜେପି ସରକାରଙ୍କ କର୍ପୋରେଟର ମାନେ କଲେଜ କ୍ୟାମ୍ପସରେ ରହୁଥିବା ବେଳେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଶୂନ । ବିଜେପି ସରକାର ଭୀରୁତାର ପରିଚୟ ଦେଉଛନ୍ତି । ଗଣତାନ୍ତ୍ରିକ ରାଷ୍ଟ୍ରରେ ଅଗଣତାନ୍ତ୍ରିକ ଉପାୟରେ ବିଜୟ ହାସଲ ପାଇଁ ବିଜେପି ଲାଗି ପଡ଼ିଛି । ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବିଜୟ ପାଇଁ ବିଜେପି ସରକାର ସବୁ ସୀମା ଅତିକ୍ରମ କରିଛନ୍ତି । ଯାହାକୁ ଇପ୍ସିତା ସାହୁ ଲୋକ ଲୋଚନକୁ ଆଣିବାରୁ ତାଙ୍କୁ ଗିରଫ କରାଯାଇଛି । ସେହିପରି ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁଙ୍କୁ ମଧ୍ୟ ପୋଲିସ ପ୍ରଶାସନ ଅଟକାଇବାକୁ ପ୍ରୟାସ କରିଛି । ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବିଜେପି ସରକାରଙ୍କୁ ଘାରିଛି ପରାଜୟର ଭୟ । ଆଗାମୀ ଦିନରେ ରାଜ୍ୟର ଛାତ୍ର ସମାଜ ସରକାରଙ୍କୁ ଉଚିତ୍ ଜବାବ ଦେବେ ।
The post ଛାତ୍ର ସଂସଦ ନିର୍ବାଚନକୁ ନେଇ ଭୟଭୀତ ହୋଇପଡ଼ିଛି
ବିଜେପି ସରକାର: ବିଜେଡି appeared first on ONA KHABAR.
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିସିଜେଡି ପ୍ରାର୍ଥୀ ବିଜୟୀ
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିସିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସଭାପତି ଭାବେ ବିଶ୍ୱଜିତ ସାହୁ ବିଜୟୀ ହୋଇଛନ୍ତି । ସେହିପରି କଟକସ୍ଥିତ ଶୈଳବାଳା ମହାବିଦ୍ୟାଳୟରେ ସ୍ବାଧୀନ ପ୍ରାର୍ଥୀ ପାରମିତା ନାୟକ ସଭାପତି ହୋଇଛନ୍ତି।କଟକସ୍ଥିତ ଖ୍ରୀଷ୍ଟ କଲେଜରେ ସ୍ବାଧୀନ ପ୍ରାର୍ଥୀ ସଭାପତି ପଦ ହାତେଇଛନ୍ତି। ଏଠାରେ ଦୀପକ ମୁଣ୍ଡା ବିଜୟୀ ହୋଇଛନ୍ତି।
The post ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିସିଜେଡି ପ୍ରାର୍ଥୀ ବିଜୟୀ appeared first on ONA KHABAR.
ଦୀପାବଳିରେ ସାର୍ବଜନୀନ ସ୍ଥାନରେ ବାଣ ଫୁଟାଇବା ମନା
ମୁମ୍ବାଇ : ଦୀପାବଳି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀ ସମୟରେ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି, ବମ୍ବେ ହାଇକୋର୍ଟ ଗୁରୁବାର ଦିନ ରାଜ୍ୟ ସାରା ରାସ୍ତା ଏବଂ ସାର୍ବଜନୀନ ସ୍ଥାନରେ ବାଣ ଫୁଟାଇବା ଉପରେ ନିଷେଧ ନିର୍ଦ୍ଦେଶ ଜାରି କରିଛନ୍ତି। ତଥାପି, ବାଣ ତିଆରି କିମ୍ବା ବିକ୍ରୟ ଉପରେ କୌଣସି କଟକଣା ଲଗାଯାଇ ନାହିଁ। ଏହି ମାମଲାର ଶୁଣାଣି ସମୟରେ, ବିଚାରପତି ଗିରିଶ କୁଲକର୍ଣ୍ଣି ଏବଂ ବିଚାରପତି ନୀଳା ଗୋଖଲେଙ୍କୁ ନେଇ ଗଠିତ ଏକ ଡିଭିଜନ ବେଞ୍ଚ ଡିଜେ, ଲାଉଡସ୍ପିକର, ଡଲବି ସାଉଣ୍ଡ ସିଷ୍ଟମ ଏବଂ ଲେଜର ଲାଇଟ୍ ବ୍ୟବହାର ଉପରେ କଟକଣା ସମ୍ପର୍କରେ ମଧ୍ୟ ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ପ୍ରଶାସନକୁ ଗୋଟିଏ ସପ୍ତାହ ମଧ୍ୟରେ ଏକ ନିୟମାବଳୀ ପ୍ରସ୍ତୁତ କରିବାକୁ ଏବଂ ଏହାର କଡ଼ା କାର୍ଯ୍ୟକାରୀତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ବିଚାରପତି ଗିରିଶ ଏସ୍ କୁଲକର୍ଣ୍ଣି ଏବଂ ନୀଲା କେ ଗୋଖଲେ ଏକ ଜନହିତକର ଆବେଦନ ଉପରେ ଏକ ଆଦେଶ ପ୍ରଦାନ କରି ଉତ୍ସବ ସମୟରେ ଶବ୍ଦ ପ୍ରଦୂଷଣ ଏବଂ ସାଧାରଣ ରାସ୍ତାରେ ବାଣ ଫୁଟିବା ଉପରେ ଚିନ୍ତା ପ୍ରକାଶ କରିଛନ୍ତି।ଗତ ମାସରେ ଗଣେଶୋତ୍ସବ ସମୟରେ, ହାଇକୋର୍ଟ ଚଳିତ ପର୍ବଗୁଡ଼ିକରେ ସାର୍ବଜନୀନ ରାସ୍ତାରେ ବାଣ ଫୁଟାଇବାକୁ ନିଷେଧ କରିଥିଲେ, “ଉଚ୍ଚ ସ୍ତରର ଶବ୍ଦ ପ୍ରଦୂଷଣ” ରୋକିବା ପାଇଁ ଅନେକ ନିର୍ଦ୍ଦେଶ ଜାରି କରିଥିଲେ।
The post ଦୀପାବଳିରେ ସାର୍ବଜନୀନ ସ୍ଥାନରେ ବାଣ ଫୁଟାଇବା ମନା    appeared first on ONA KHABAR.
ଖରାପ ପାଗ ଯୋଗୁଁ ଦିଲ୍ଲୀ ଆସୁଥିବା ୫ ବିମାନର ମାର୍ଗ ପରିବର୍ତ୍ତନ
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଗୁରୁବାର ଅପରାହ୍ଣରେ ଭୀଷଣ ବର୍ଷା ହୋଇଛି। ବର୍ଷା ଓ ଆକାଶ ମେଘାଚ୍ଛନ୍ନ ଥିବା ଯୋଗୁ ଦିଲ୍ଲୀ ଆସୁଥିବା ଅତିକମ୍‌ରେ ୫ ବିମାନର ମାର୍ଗ ପରିବର୍ତ୍ତନ କରାଯାଇଛି। ନୋଏଡା ଓ ଜୟପୁର ବିମାନବନ୍ଦର ଅଭିମୁଖେ ମାର୍ଗ ପରବିର୍ତ୍ତନ କରାଯାଇଥିବାବେଳେ ଏଥିରେ ୩ ଟି ଏୟାର ଇଣ୍ଡିଆ ବିମାନ, ଗୋଟିଏ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଓ ମାକାଉରୁ ଗୋଟିଏ ମାଲବାହୀ ବିମାନ ରହିଛି।
ଅଧିକାରୀଙ୍କ ଅନୁଯାୟୀ, ଏୟାର ଇଣ୍ଡିଆର ବିମାନଗୁଡ଼ିକ ଅହମ୍ମଦାବାଦ, ଭୋପାଳ ଓ ବେଙ୍ଗାଲୁରୁ ଆସୁଥିଲା, ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନଟି ଭୁବନେଶ୍ୱରରୁ ଆସୁଥିଲା। ଚାରିଟି ବିମାନକୁ ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ମାର୍ଗ ପରିବର୍ତ୍ତନ କରାଯାଇଥିଲା, ଗୋଟିଏ ବିମାନକୁ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରକୁ ମାର୍ଗ ପରିବର୍ତ୍ତନ କରାଯାଇଥିଲା। ଗୁରୁବାର ଦିଲ୍ଲୀରେ ବର୍ଷା ହୋଇଥିଲା ଓ ଦିନସାରା ଆକାଶରେ କଳା ମେଘ ଘୋଡ଼ାଇ ରହିଥିଲା। ଭାରତୀୟ ପାଣିପାଗ ବିଭାଗ ମଧ୍ୟମ ଧରଣର ବର୍ଷା, ଝଡ଼ବର୍ଷା, ବିଜୁଳି ଓ ପ୍ରବଳ ପବନ ପାଇଁ ରେଡ୍ ଆଲର୍ଟ ଜାରି କରିଛି।
The post ଖରାପ ପାଗ ଯୋଗୁଁ ଦିଲ୍ଲୀ ଆସୁଥିବା ୫ ବିମାନର ମାର୍ଗ ପରିବର୍ତ୍ତନ appeared first on ONA KHABAR.
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ରାଜ୍ୟ ପ୍ରଭାରୀ
ନୂଆଦିଲ୍ଲୀ:  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ରାଜ୍ୟ ପ୍ରଭାରୀ । ରାଷ୍ଟ୍ରୀୟ ଅଧକ୍ଷଙ୍କ ପାଖରେ ଓଡିଶା ବିଜେପିର ସାଙ୍ଗଠନିକ ରିପୋର୍ଟ । ଓଡ଼ିଶା ଗସ୍ତ ସାରିବା ପରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷଙ୍କୁ ଭେଟିଛନ୍ତି ରାଜ୍ୟ ପ୍ରଭାରୀ ଓ ସହ ପ୍ରଭାରୀ।ଖବର ଅନୁଯାୟୀ, କିଛି ଦିନ ତଳେ ରାଜ୍ୟ ପ୍ରଭାରୀ ଓଡ଼ିଶା ଗସ୍ତରେ ଆସିଥିଲେ । ଏଠାରେ ବରିଷ୍ଠ ନେତା ଓ କର୍ମୀଙ୍କୁ ସହ ବୈଠକ କରିଥିଲେ। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । । ଏହି ସମୟରେ ସାଙ୍ଗଠନିକ ନେତୃତ୍ୱ, ଜିଲ୍ଲା ସଭାପତି, ପ୍ରଭାରୀ, ମନ୍ତ୍ରୀ ସାଂସଦଙ୍କ ସହିତ ଚର୍ଚ୍ଚା ଆଲୋଚନା କରିଥିଲେ । ଗସ୍ତ ସାରି ଫେରିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ଓଡ଼ିଶା ପ୍ରଭାରୀ ଏବଂ ସହ ପ୍ରଭାରୀ। ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟି ରାଜ୍ୟର ସାଂଗଠନିକ ବିଷୟ, ଦଳରେ ଚାଲୁଥିବା କାର୍ଯ୍ୟକ୍ରମ ଓ ପ୍ରାଥମିକତା ଉପରେ ଆଲୋଚନା କରିଥିବା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଛନ୍ତି ସହ ପ୍ରଭାରୀ ସ୍ବଦେଶ ସିଂ। ତାଙ୍କ ସହିତ ଉପସ୍ଥିତ ଅଛନ୍ତି ପ୍ରଭାରୀ ଡାଗୁବତୀ ପୁରନ୍ଦେଶ୍ୱରୀ ।
The post ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ରାଜ୍ୟ ପ୍ରଭାରୀ appeared first on ONA KHABAR.
ଅକ୍ଟୋବର ୨୬ରୁ ଘରକୁ ଘର ବୁଲିବେ ସର୍ଭେ ଟିମ୍
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏକ ସ୍ୱଚ୍ଛ, ନିରପେକ୍ଷ ଏବଂ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ଲକ୍ଷ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିପାଇଁ ଆସନ୍ତା ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ‘ଡୋର୍ ଟୁ ଡୋର୍’ (ଘରକୁ ଘର) ସର୍ଭେ କରାଯିବ। ସେପ୍ଟେମ୍ବର ୨୧ ରେ କେନ୍ଦ୍ର ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରକାଶିତ ଏସଆଇଆର (SIR) ଭୋଟର ତାଲିକାକୁ ଆଧାର କରି ରାଜ୍ୟ ନିର୍ବାଚନ କମିଶନ ଏହି ସର୍ଭେ ପରିଚାଳନା କରିବେ।
ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏଥିରେ ବୁଥ୍ ସ୍ତରୀୟ ଅଧିକାରୀ (BLO), ଅଙ୍ଗନୱାଡ଼ି କର୍ମୀ (AWW), ଜଳସାଥୀ, ସ୍ୱଚ୍ଛସାଥୀ ଏବଂ ଆଶା କର୍ମୀ ସାମିଲ ରହିବେ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାର ଅନୁଧ୍ୟାନ ଓ ତଦାରଖ ପିଇଓ (PEO), BLO ସୁପରଭାଇଜର, ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ (AERO) ଏବଂ ନିର୍ବାଚକ ପଞ୍ଜିକରଣ ଅଧିକାରୀ (ERO) ମାନେ କରିବେ। ଏହି ସର୍ଭେ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଓଡ଼ିଶାବାସୀଙ୍କୁ ଆହ୍ୱାନ କରିଛନ୍ତି।
The post ଅକ୍ଟୋବର ୨୬ରୁ ଘରକୁ ଘର ବୁଲିବେ ସର୍ଭେ ଟିମ୍ appeared first on ONA KHABAR.
ଭଦ୍ରକ ଜିଲ୍ଲାରେ ଏବିଭିପି ଆଗୁଆ
କଟକ: କଟକ ସ୍ଥିତ ଖ୍ରୀଷ୍ଟ କଲେଜରେ ସ୍ବାଧୀନ ପ୍ରାର୍ଥୀ ସଭାପତି ପଦ ହାତେଇଛନ୍ତି। ଏଠାରେ ଦୀପକ ମୁଣ୍ଡା ବିଜୟୀ ହୋଇଛନ୍ତି। କଟକସ୍ଥିତ ଶୈଳବାଳା ମହାବିଦ୍ୟାଳୟରେ ସ୍ବାଧୀନ ପ୍ରାର୍ଥୀ ପାରମିତା ନାୟକ ସଭାପତି ହୋଇଛନ୍ତି।ଭଦ୍ରକ ଜିଲ୍ଲା ଧାମନଗର କଲେଜ, ଚରମ୍ପା କଲେଜ, ଚାନ୍ଦବାଲି କଲେଜ, ଭଦ୍ରକ କଲେଜ, ତିହିଡିର ପାଳିଆ କଲେଜ, ବନ୍ତ କଲେଜରେ ଏବିଭିପି ଆଗରେ ରହିଛି। ବାସୁଦେବପୁରରେ ବିସିଜେଡି ଆଗରେ ରହିଛି। ଗଣତି ଜାରି ରହିଛି। ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟରେ ବାଜି ମାରିଲା ସ୍ୱାଧୀନ ପ୍ରାର୍ଥୀ
The post ଭଦ୍ରକ ଜିଲ୍ଲାରେ ଏବିଭିପି ଆଗୁଆ appeared first on ONA KHABAR.
ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ଏବିଭିପିର ବିଜୟ
ବ୍ରହ୍ମପୁର: ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ଏବିଭିପିର ବିଜୟ ହୋଇଛି ସେହିପରି ଗଣ୍ଡଳା ବେଲେଶ୍ୱର ଡିଗ୍ରୀ କଲେଜରେ ଏବିଭିପି ବାଜିମାତ ମାରିଛି । ଲକ୍ଷ୍‌ମୀପୁର ଡିଗ୍ରୀ କଲେଜରେ ବିସିଜେଡିର ସଭାପତି ପ୍ରାର୍ଥୀ ଗଣେଶ ମାଝୀ ବିଜୟୀ ହୋଇଛନ୍ତି ।
ଅନୁଗୋଳ ମହିଳା ମହାବିଦ୍ୟାଳୟରେ ଏବିଭିପି ବିଜୟୀ
The post ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ଏବିଭିପିର ବିଜୟ appeared first on ONA KHABAR.
ଅଲାରନାଥ କଲେଜରେ ୧୬୩ ବିଏନ୍‌ଏସ୍‌ ଧାରା ଲାଗୁ
ଭୁବନେଶ୍ବର: ଅଲାରନାଥ କଲେଜରେ ୧୬୩ ବିଏନ୍‌ଏସ୍‌ ଧାରା ଲାଗୁ ହୋଇଛି । ନିର୍ବାଚନ ମଧ୍ୟରେ କିଛି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ଦେଖାଦେଇଛି । ବାବା ବଳିଆ କଲେଜରେ ଅଣଛାତ୍ରଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଏଥିରେ ଜଣେ ଅଣଛାତ୍ର ଗୁରୁତର ହୋଇ ବାରିପଦା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି କାକଟପୁରରେ ଦୁର୍ବୃତ୍ତମାନେ ବାଲଟ୍‌ ବକ୍ସ ଭାଙ୍ଗିଥିବା ଖବର ମିଳିଛି।ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଥିଲେ। ନିର୍ବାଚନ ଘୋଷଣାର ମାତ୍ର କିଛି ଦିନ ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅକ୍ଟୋବର ୫ରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ଅକ୍ଟୋବର ୯ରେ ନାମାଙ୍କନ ଦାଖଲ ହୋଇଥିଲା।
The post ଅଲାରନାଥ କଲେଜରେ ୧୬୩ ବିଏନ୍‌ଏସ୍‌ ଧାରା ଲାଗୁ appeared first on ONA KHABAR.