ବିବାହ ପରେ ବି ଝିଅଙ୍କୁ ମିଳିବ ଅନୁକମ୍ପା ମୂଳକ ନିଯୁକ୍ତି : ହାଇକୋର୍ଟ

କଟକ : ବିବାହ ପରେ ବି ଝିଅଙ୍କୁ ମିଳିବ ଅନୁକମ୍ପା ମୂଳକ ନିଯୁକ୍ତି । ଏହି ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ବିବାହିତ ହୋଇଥିବା କାରଣରୁ ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଂଚିତ କରାଯାଇପାରିବ ନାହିଁ ହାଇକୋର୍ଟ କହିଛନ୍ତି । ଅନୁକମ୍ପାମୂଳକ ନିଯୁକ୍ତିକୁ କ୍ଷେତ୍ରରେ ନିର୍ଭରଶୀଳତାକୁ ମାନଦଣ୍ଡରୂପେ ଗ୍ରହଣ କରାଯିବା ଉଚ୍ଚିତ । ନିର୍ଭରଶୀଳ ବ୍ୟକ୍ତିଙ୍କ ବୈବାହିକ ସ୍ଥିତି ଏଥିରେ ବାଧକ ହେବା ଉଚିତ ନୁହେଁ । ରୋଜଗାର କରୁଥିବା ସରକାରୀ ଚାକିରିଆଙ୍କ ମୃତ୍ୟୁ ପରେ … Continue reading ବିବାହ ପରେ ବି ଝିଅଙ୍କୁ ମିଳିବ ଅନୁକମ୍ପା ମୂଳକ ନିଯୁକ୍ତି : ହାଇକୋର୍ଟ