ପିତା ସାଜିଲା ପିସାଚ; ନାବାଳିକା ଝିଅକୁ କରୁଥିଲା ଦୁଷ୍କର୍ମ, ସମର୍ଥନ କରୁଥିଲା ମା’!

ଚଣ୍ଡିଗଡ: ପିତା ସାଜିଲା ପିସାଚ । ଦୀର୍ଘ ବର୍ଷ ଧରି ନିଜ ନାବାଳିକା ଝିଅକୁ କରୁଥିଲା ଦୁଷ୍କର୍ମ । କେବଳ ଏତିକି ନୁହେଁ ବାପାର ଏହି କୁକର୍ମ ମା’କୁ ମଧ୍ୟ ଜଣାଥିଲା । ହେଲେ ସେ ଏହାକୁ ବିରୋଧ କରିବା ପରିବର୍ତ୍ତେ ସମର୍ଥନ କରିଆସୁଥିଲା । ୩ ବର୍ଷ ପରେ ନାବାଳିକା ପୀଡିତା ଏବେ ଥାନାରେ ଦ୍ୱାରସ୍ଥ ହୋଇ ନିଜ ବାପା-ମା’ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିବା ପରେ ସମ୍ପୃକ୍ତ ଅଭିଯୁକ୍ତ ବାପା-ମା’କୁ ପୋଲିସ ଗିରଫ କରିଛି … Continue reading ପିତା ସାଜିଲା ପିସାଚ; ନାବାଳିକା ଝିଅକୁ କରୁଥିଲା ଦୁଷ୍କର୍ମ, ସମର୍ଥନ କରୁଥିଲା ମା’!