ପୁଅକୁ ବିଷ ଦେଲା ବାପା

ମୁମ୍ବାଇ : ମହାରାଷ୍ଟ୍ରର ସୋଲାପୁରରେ ଅଭାବନୀୟ ଘଟଣା ଘଟିଛି। ବହୁ ବୁଝୁଶୁଝା ପରେ ବି ଠିକ୍‌ ବାଟ ଭୁଲି ଅବାଟକୁ ଚାଲି ଯାଇଥିଲା ପୁଅ। ମାତ୍ର ୧୪ ବର୍ଷ ବୟସରେ ଝିଅମାନଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହ ଅଶ୍ଳୀଳ ଭିଡିଓ ବି ଦେଖୁଥିଲା। ଯେତେ ବୁଝାଇଲେ ବି ବୁଝୁ ନ ଥିଲା। ବାରମ୍ବାର ନିନ୍ଦା ଅପବାଦ ସହିବାରୁ ପୁଅକୁ ରାସ୍ତାରୁ ହଟାଇବାକୁ ବାପା ରଚିଲା ଷଡଯନ୍ତ୍ର । ତେବେ ସୂଚନା ଅନୁଯାୟୀ, ପୁଅ ଅଶ୍ଳୀଳ ବ୍ୟବହାର କରିବା … Continue reading ପୁଅକୁ ବିଷ ଦେଲା ବାପା