28.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପୁଅକୁ ପିଟି ପିଟି ମାରିଦେଲା ବାପା

ପୁଅକୁ ପିଟି ପିଟି ମାରିଦେଲା ବାପା

ଉମରକୋଟ : ୨୨ ବର୍ଷୀୟ ପୁଅକୁ ପିଟି ପିଟି ମାରିଦେଲା ନିଷ୍ଠୁର ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ସରଗୁଲି ଗାଁ’ ପାଖ କୁମୁଲି ଛକ ନିକଟରେ । ହତ୍ୟା ପରେ ଅଭିଯୁକ୍ତ ବାପା ଫେରାର୍ । ପୁଲିସର ତନାଘନା ଆରମ୍ଭ । ବାପା ପିଟି ପିଟି ମାରିଥିବା ଅଭିଯୋଗ କଲେ ଅନ୍ୟ ୪ପୁଅ । ଅଭିଯୁକ୍ତ ୧୦ବର୍ଷ ତଳେ ସ୍ତ୍ରୀକୁ ହତ୍ୟା କରି ଜେଲ୍ ଯାଇଥିଲା । ପରେ ଦ୍ୱିତୀୟ ବିବାହ କରି କୁମୁଲି ଛକ ନିକଟରେ ରହୁଥିଲେ ।  ହେଲେ କ’ଣ ପାଇଁ ପୁଅକୁ ମାରିଲେ କିଛି ଜଣାପଡ଼ି ନାହିଁ । ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
https://onakhabar.com/2020/06/02/jharsuguda-news-3/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking