27.1 C
Bhubaneswar
Thursday, April 25, 2024
Homeଅପରାଧବାପ-ଝିଅଙ୍କୁ ଭୁଜାଲି ଚୋଟ

ବାପ-ଝିଅଙ୍କୁ ଭୁଜାଲି ଚୋଟ

କାମାକ୍ଷାନଗର : ବାପ-ଝିଅଙ୍କୁ ଭୁଜାଲି ଚୋଟ । ଏଭଳି ଅଭାବନୀୟ ଘଟଣା ଘଟିଛି, ଢ଼େଙ୍କାନାଳ ଜିଲ୍ଲା କନ୍ତାରିପାଟ ଗାଁ’ରେ ।
ସୂଚନା ଅନୁଯାୟୀ, ସାମାନ୍ୟ କଥାକୁ ନେଇ ବାପ-ଝିଅଙ୍କୁ କନ୍ତାରିପାଟ ଗାଁ’ର ଜଣେ ବ୍ୟକ୍ତି ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ କାମାକ୍ଷାନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏ ନେଇ ଗ୍ରାମବସୀ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଂଚି ଅଭିଯୁକ୍ତକୁ ଥାନାକୁ ଆଣି ତଦନ୍ତ ଜାରି ରଖିଛି ।
https://onakhabar.com/2020/04/25/young-man-murdered-in-agra/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking