34.1 C
Bhubaneswar
Thursday, April 25, 2024
Homeଓଡିଶାଆଇଏଫଏସ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୨୪ତମ ରାଙ୍କରେ ଫତେହୁନୁ ଅଜିତ

ଆଇଏଫଏସ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୨୪ତମ ରାଙ୍କରେ ଫତେହୁନୁ ଅଜିତ

ଯାଜପୁର : ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ତୁଲତି ପଂଚାୟତ ର ଇସଲାମ ପୁର ଗ୍ରାମର ଏମଡି ଫତେହୁନୁ ଅଜିଜି ଖାଁ ସର୍ବ ଭାରତୀୟ ଫରେଷ୍ଟ ସର୍ଭିସ (ଆଇ ଏଫ ଏସ )ପରୀକ୍ଷା ରେ ୨୪ ସ୍ଥାନ ରେ ରହିଛନ୍ତି l ସେ ରାଜ୍ୟର ଏକ ମାତ୍ର ଉତ୍ତୀନ୍ନ ହୋଇ ରାଜ୍ୟର ଟେକ ରଖିଛନ୍ତି l ଆଇ ଏଫ ଏସ ପରୀକ୍ଷାରେ ୮୯ଜଣଙ୍କୁ ଚୟନ କରାଯାଇ ଥିଲା l ସେଥି ମଧ୍ୟରୁ ଫତେହୁଲୁ ୨୪ସ୍ଥାନରେ ରହିଛନ୍ତି l ସେ ଭୁବନେଶ୍ୱର ଡ଼ି ଏ ଭି ସ୍କୁଲରେ ପାଠ ପଢିଥିଲେ l ବ୍ୟାଓ ଟ୍ୱେକୋଲୋଜିରେ ବି ଟେକ କରିଛନ୍ତି l ସେ ଏମଡ଼ି ଆଇ ଜେଡ ଖାଁ ଓ ନିଶାତଙ୍କ ପୁତ୍ର l ରାଜ୍ୟର ଗୌରବ ଅଣିଥିବାରୁ କୋରେଇ ତଥା ଜିଲ୍ଲାରରୁ ଶୁଭେଚ୍ଛା ସୁଅ ଫତେହୁନୁ ନିକଟକୂ ଆସୁଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking