ମର୍ମନ୍ତୁଦ ସଡ଼କ ଦୀର୍ଘଟଣା : ୨ ମୃତ, ୪ ଗୁରୁତ୍ତର, ୧୦ ଆହତ

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡେଇ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ମୃତ୍ଯୁ ହୋଇଥିବା ବେଳେ ୪ ଯାତ୍ରୀ ଗୁରୁତ୍ତର ଆହତ ଓ ଦଶ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ସୂଚନା ମୁତାବକ ଆଜି ସକାଳ ଭୋର ୫ ଟା ସମୟରେ କଲିକତାର ଧର୍ମତାଲାରୁ ଏକ ଶ୍ୟାମଳୀ ନାମକ ଭଲଭୋ ଯାତ୍ରୀବାହି ବସ ୬୦ ଜଣ ଯାତ୍ରୀଙ୍କୁ … Continue reading ମର୍ମନ୍ତୁଦ ସଡ଼କ ଦୀର୍ଘଟଣା : ୨ ମୃତ, ୪ ଗୁରୁତ୍ତର, ୧୦ ଆହତ