ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧୨ ମୃତ

ଲଖନଉ : ଉତ୍ତରପ୍ରଦେଶ ଶାହାଜାହାନପୁର ଥାନା ମଦନାପୁର କ୍ଷେତ୍ରର ଗାଁ ଦମଗଦାରୁ ଗଙ୍ଗା ସ୍ନାନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ଅଟୋକୁ ଏକ ଟ୍ରକ ଧକ୍କା ଦେବାରୁ ୧୨ ଜଣଙ୍କ ଜୀବନ ଚାଲିଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ଗୁରୁବାର ପୂର୍ବାହ୍ନ ୧୦ଟା୩୦ରେ ଅହ୍ଲାଗଞ୍ଜର ଗାଁ ସୁଗସୁଗି ନିକଟରେ ବରେଲୀ-ଫରୁଖାବାଦ ରାଜପଥରେ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିଜନ ପ୍ରତି ସମବେଦନା ଜଣାଇଛନ୍ତି। ରାଜପଥରେ ସାମ୍ନା ପଟୁ … Continue reading ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧୨ ମୃତ