ମର୍ମନ୍ତୁଦ ସଡକ ଦୁର୍ଘଟଣା: ଯୁବକ ଗୁରୁତର

ଭୁବନେଶ୍ୱର: ଏହି ଥାନା ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମ ଛକରେ ସଡ଼କ ଦୁର୍ଘଟଣାରେ ଜଣେ ଦିବ୍ୟାଙ୍ଗ ଯୁବକ ଗୁରୁତର ଆହତ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି।ଘଟଣାରୁ ପ୍ରକାଶ ଯେ ବଡ଼ମ୍ବା ଥାନା ଅନ୍ତର୍ଗତ ମାନପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ଚନ୍ଦ୍ରମଣି ରାଉତଙ୍କ ପୁଅ ମାନସ ରାଉତ ଜଣେ ଦିବ୍ୟାଙ୍ଗ ସେ ତାଙ୍କ ତିନିଚକିଆ ସ୍କୁଟିରେ ତିଗିରିଆ ଥାନା ଅନ୍ତର୍ଗତ ଗଦାଧର ପୁର ପଞ୍ଚାୟତର କୋଇଲିକନ୍ୟା ଗ୍ରାମ ତାଙ୍କ ଭଉଣୀ ଘରକୁ କୈାଣସି କାର୍ଯ୍ୟରେ ଆସିଥିଲେ କାର୍ଯ୍ୟ ସାରି … Continue reading ମର୍ମନ୍ତୁଦ ସଡକ ଦୁର୍ଘଟଣା: ଯୁବକ ଗୁରୁତର