ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ

ଖଲିକୋଟ: ବରଯାତ୍ରୀ ହୋଇଯାଇଥିଲେ, ଶବ ହୋଇ ଫେରିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲିକୋଟ ଅଞ୍ଚଳରେ। ଗତକାଲି ରାତିରେ ୩ଜଣ ଯୁବକ ବରଯାତ୍ରୀ ହୋଇଯାଇଥିଲେ। ସେମାନେ ବିଳମ୍ବିତ ରାତିରେ ଏକ ବାଇକରେ ନିଜ ଗାଁକୁ ଫେରୁଥିଲେ। ହେଲେ ବାଟରେ ଯମ ଜଗିଥିଲା। ସିଙ୍ଗଡ଼ାପଲ୍ଲୀ ଅଭିମୁଖେ ସେମାନେ ଆସୁଥିବା ବେଳେ ବାଇକଟି ହଠାତ୍ ଚକାଠାକୁର ମନ୍ଦିର ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ପିଙ୍କୁନ ପ୍ରଧାନ(୧୭) ଓ ଗଣେଶ … Continue reading ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ