ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

କେନ୍ଦୁଝର : ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର। କେନ୍ଦୁଝର ଜିଲ୍ଲା ନଦୀପଦା ଥାନା ଅନ୍ତର୍ଗତ ଅଣା କେନାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମରେଇ ଗାଁ ପଞ୍ଚାୟତ ଗୁହାଳ ଗଡ଼ିଆ ଗ୍ରାମର ଘନଶ୍ୟାମ ସା । ଗତକାଲି ଅଣା କେନାଲ ନିକଟରେ ଟ୍ରାକ୍ଟର ଡ୍ରାଇଭର ଗାଡ଼ିକୁ ପଛକୁ ସାଇଟ କରୁଥିଲା। ଏହି ସମୟରେ ଛେନାପଡି ପଟୁ ଘନଶ୍ୟାମ ବାଇକ୍ ନେଇ ଆସୁଥିଲେ। ଟ୍ରାକ୍ଟରଟି ଘନଶ୍ୟାମଙ୍କୁ ଧକ୍କା ଦେଇଥିଲା। ସେ ରାସ୍ତାକଡ଼କୁ … Continue reading ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ