ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଆସିକା ବଡ଼ ଶଙ୍ଖ ଉପରେ ଦୁର୍ଘଟଣା । ହାଇଓ୍ବା ଧକ୍କାରେ ଝିଅର ମୃତ୍ୟୁ ହୋଇଥିବା ବେଳେ ମା’ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଧରକୋଟ ଥାନା ଅନ୍ତର୍ଗତ କୁଶରାବ ଗ୍ରାମର ଗୀତାଞ୍ଜଳି ମୋହିନୀଙ୍କ ଝିଅ ଶ୍ରଦ୍ଧାଞ୍ଜଳି ମହାନ୍ତିଙ୍କ ସହ ସ୍କୁଟି ଯୋଗେ ଯାଉଥିଲେ । ସେହି ସମୟରେ ତାଙ୍କୁ ପଛପଟୁ ଆସୁଥିବା ଏକ ହାଇଓ୍ବା ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୧୧ବର୍ଷ ଝିଅ ଶ୍ରଦ୍ଧାଞ୍ଜଳିର … Continue reading ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ