27.1 C
Bhubaneswar
Tuesday, March 19, 2024
Homeଓଡିଶାସଚେତନ କୃଷକ ମଞ୍ଚ ତରଫରୁ ବିଭିନ୍ନ ଦାବିରେ କୋକସରା ପୋଲିସ ଷ୍ଟେସନ ଆଗରେ ବିକ୍ଷୋଭ ଓ...

ସଚେତନ କୃଷକ ମଞ୍ଚ ତରଫରୁ ବିଭିନ୍ନ ଦାବିରେ କୋକସରା ପୋଲିସ ଷ୍ଟେସନ ଆଗରେ ବିକ୍ଷୋଭ ଓ ଏଫ ଆଇ ଆର ପ୍ରଦାନ

କୋକସରା : ଚାଷି ମାନଙ୍କ ବିଭିନ୍ନ ଦାବି ସମୂହ କୁ ନେଇ ଆଜି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୃଷକ ସଚେତନ ମଞ୍ଚ ଦ୍ୱାରା ଏକ ଶୋଭାଯାତ୍ରା ସହ ସମ୍ମିଳିତ ଦାବିପତ୍ର କୋକସରା ପୋଲିସ ଥାନା ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି, କୋକସରା ବ୍ଲକ କୃଷକ ସଚେତନ ମଞ୍ଚ ର ଆବାହକ ଶିବ ପ୍ରସାଦ ପ୍ରଧାନୀ ଙ୍କ ନେତୃତ୍ୱରେ ବ୍ଲକ ର ୨୨ ପଂଚାୟତ ର ଶତାଧିକ ଚାଷୀ ଜଗନ୍ନାଥ ମନ୍ଦିର ଛକ ନିକଟରୁ ବାହାରି ଚାଷି ଙ୍କୁ ଅଣଦେଖା ପ୍ରତିବାଦ କରି ନାରାବାଜି କରି ସହର ପରିକ୍ରମା କରିବା ପରେ କୋକସରା ପୋଲିସ ଥାନା ରେ ପହଁଚି ଏକ ପ୍ରତିବାଦ ସଭା ର ଆୟୋଜନ କରି ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି କୁ ନେଇ ରଣ ହୁଙ୍କାର ଦେଇଥିଲେ, ପରିଶେଷରେ ଏକ ଏଫ ଆଇ ଆର କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ଙ୍କୁ ଦେଇଥିଲେ, ଏହି ଅବସର ରେ ବ୍ଲକ ର ଶତାଧିକ ଚାଷୀ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ମତ ରଖିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking