ବଳଦ ବଦଳରେ ଝିଅ ଓ ସ୍ତ୍ରୀ ସାହାଯ୍ୟରେ ହଳ କଲେ ଚାଷୀ
ହାଇଦ୍ରାବାଦ: ଦେଶରେ କୃଷିକ୍ଷେତ୍ରକୁ ଆଗେଇ ନେବା ପାଇଁ ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଋଣ, ସାରଠାରୁ ଆରମ୍ଭ କରି ଆଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଉଛି । କିନ୍ତୁ ଏ ଯୋଜନା କାହା ପାଇଁ? ଆଜି ବି ଚାଷୀଙ୍କ ପାଖରେ ପହଞ୍ଚି ପାରୁନି ପର୍ଯ୍ୟାପ୍ତ ସୁବିଧା । ତେଲେଙ୍ଗାନା ରାଜ୍ୟ ନାରାୟାଣପେଟ ଜିଲ୍ଲାର ଚିଣ୍ଟାକୁଣ୍ଟା ଗ୍ରାମରେ ଏକ ଗରିବ ଚାଷୀର ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି । ଚିଣ୍ଟାକୁଣ୍ଟା ଗ୍ରାମର ଲକ୍ଷ୍ମଣ ନାମକ ଜଣେ … Continue reading ବଳଦ ବଦଳରେ ଝିଅ ଓ ସ୍ତ୍ରୀ ସାହାଯ୍ୟରେ ହଳ କଲେ ଚାଷୀ
Copy and paste this URL into your WordPress site to embed
Copy and paste this code into your site to embed