ଚାଷୀଙ୍କୁ ଅସାଧୁ ବ୍ୟବସାୟୀଙ୍କୁ ଧାନ ବିକିବା ପାଇଁ ବାଧ୍ୟ କରାଯାଉଛି: ନରସିଂହ

ଭୁବନେଶ୍ୱର: ରାଜ୍ୟରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ଉଦ୍‌ବେଗ । ଷ୍ଟାଣ୍ଡିଂ କମିଟି ବୈଠକରେ ଅବ୍ୟବସ୍ଥାକୁ ନେଇ ଉଦ୍‌ବେଗ ଦେଖିବାକୁ ମିଳିଛି । ବୈଠକ ପରେ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । ଚାଷୀ ଉତ୍ପାଦନ କରୁଥିବା ଧାନ କିଣୁନାହାନ୍ତି ସରକାର । ଚାଷୀଙ୍କୁ ଅସାଧୁ ବ୍ୟବସାୟୀଙ୍କୁ ଧାନ ବିକିବା ପାଇଁ ବାଧ୍ୟ କରାଯାଉଛି । ମଣ୍ଡିରେ ସିସିଟିଭି ଲଗାଇବାକୁ କମିଟି କହିଥିଲା କିନ୍ତୁ କରାଯାଉନି । ଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ବିବାଦକୁ ନେଇ ଫୁଟିଲା … Continue reading ଚାଷୀଙ୍କୁ ଅସାଧୁ ବ୍ୟବସାୟୀଙ୍କୁ ଧାନ ବିକିବା ପାଇଁ ବାଧ୍ୟ କରାଯାଉଛି: ନରସିଂହ