43.9 C
Bhubaneswar
Friday, April 19, 2024
Homeଓଡିଶାଟୋକନ୍ ଗାଏବ: ମଣ୍ଡିରେ ଭିଜୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ

ଟୋକନ୍ ଗାଏବ: ମଣ୍ଡିରେ ଭିଜୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ

କଳାହାଣ୍ଡି: ମଣ୍ଡିରେ ଭିଜୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ | ଚିନ୍ତାରେ ଚାଷୀ । ହଜାରେରୁ ଅଧିକ ଚାଷୀଙ୍କ ଟୋକନ୍ ଗାଏବ ୨ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । କଳାହାଣ୍ଡିରେ ମଧ୍ୟ ବର୍ଷା ହେଉଛି । ଚାଷୀକୂଳ ଏବେ ହତାସ । ଧାନ ବିକ୍ରି ପାଇଁ ମଣ୍ଡିରେ ଧାନ ପଡ଼ି ରହିଛି । ଶହଶହ ଚାଷୀଙ୍କ ଗଚ୍ଛିତ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପ୍ରବଳ ବର୍ଷାରେ ଭିଜିଛି । ଅନଲାଇନରେ ବିଭିନ୍ନ ଗାଁର ହଜାରରୁ ଅଧିକ ଚାଷୀଙ୍କ ଟୋକନ୍ ମିଳିନାହିଁ ।
https://onakhabar.com/2020/02/04/onesided-love/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking