26.1 C
Bhubaneswar
Friday, March 29, 2024
Homeଓଡିଶାକୃଷି ସେବା ସମବାୟ ସମିତି ରେ ଧାନ ସଂଗ୍ରହ କୁ ନେଇ ଅସନ୍ତୋଷ

କୃଷି ସେବା ସମବାୟ ସମିତି ରେ ଧାନ ସଂଗ୍ରହ କୁ ନେଇ ଅସନ୍ତୋଷ

ଯାଜପୁର: ଯାଜପୁର ସଦର ଥାନା ବରୁହାଁ କୃଷି ସେବା ସମବାୟ ସମିତି ରେ ଧାନ ସଂଗ୍ରହ କୁ ନେଇ ଅସନ୍ତୋଷ ଦେଖାଦେଇଛି । ଏହି ସମିତିରେ ପ୍ରକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ନ କରି ବ୍ୟବସାୟୀଙ୍କ ଠାରୁ ଧାନ ସଂଗ୍ରହ କରାଯାଉଥିବା ଅଭିଯୋଗ ହୋଇଛି ।ପଂଳରେ ପ୍ରକୃତ ଚାଷୀ ଧାନ ବିକ୍ରି କରିବାରୁ ବଂଚିତ ହୋଇଛନ୍ତି । ଏ ନେଇ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁପଂଳ ମିଳୁନାହିଁ । ସମିତିର ଆବଶ୍ୟକ କୋଟା ଥାଇ ମଧ୍ୟ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଉନଥିବା ଅଭିଯୋଗ ହୋଇଛି । ସମବାୟ ସମିତି ସମ୍ପାଦକ ଅଭିଯୋଗ ପରୋକ୍ଷରେ ସ୍ୱିକାର କରିଥିବା ବେଳେ ଅନ୍ୟପଟେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଭାରପ୍ରାପ୍ତ ଏଆରସିଅସ ।
https://onakhabar.com/2020/02/22/pm-inauguration-khelo-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking