27.1 C
Bhubaneswar
Friday, August 12, 2022
Homeଓଡିଶାରୁଣ ଭାରରୁ ଚାଷୀ ଆତ୍ମହତ୍ୟା !

ରୁଣ ଭାରରୁ ଚାଷୀ ଆତ୍ମହତ୍ୟା !

ବିନିକା: ଡୁଙ୍ଗୁରିପାଲି ଥାନା ଟୁନିଆ ମୁଣ୍ଡା ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ । କାଲି ବିଷ ପିଇ ଗୁରୁତର ଥିବା ଚାଷୀ ଭଗବାନ ଜୁଆଡିଙ୍କ ଆଜି ବୁର୍ଲାରେ ମୃତ୍ୟୁ ଘଟିଛି । ୮ ଲକ୍ଷର ରୁଣ ଭାର ଯୋଗୁଁ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କ ଅଭିଯୋଗ । କାଲି ବିଲରେ ତଳି ପକାଇବାକୁ ଯାଇଥିବା ବେଳେ ବିଷ ପିଇଥିଲେ ଭଗବାନ । ବ୍ୟାଙ୍କ ରୁଣ ଓ ହାତ ଉଧାରିକୁ ନେଇ ଚିନ୍ତାରେ ଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ରଥଯାତ୍ରା ପାଇଁ ଟ୍ରାଫିକ୍‌ ବ୍ୟବସ୍ଥା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking