ଦିଲ୍ଲୀ ବିସ୍ଫୋରଣର ଫରିଦାବାଦ ଲିଙ୍କ

ନୂଆଦିଲ୍ଲୀ: ଲାଲକିଲ୍ଲା ବିସ୍ଫୋରଣ ସହ ଫରିଦାବାଦର ଲିଙ୍କ ସାମ୍ନାକୁ ଆସିଲା । ଫରିଦାବାଦର ଲିଙ୍କ ସାମ୍ନାକୁ ଆସିଲା । ଫରିଦାବାଦରେ ରେଡ ପରେ ହଡବଡେଇ ଯାଇଥିଲା ଆତଙ୍କୀ ଡାକ୍ତର ଉମର । ଫରିଦାବାଦରେ ବିପୁଳ ବିସ୍ଫୋରକ ଜବତ ପରେ ଉମରକୁ ଖୋଜୁଥିଲା ପୋଲିସ । ଜମ୍ମୁକଶ୍ମୀର, ହରିୟାଣା ପୋଲିସ ଡାକ୍ତର ଉମରକୁ ଖୋଜୁଥିଲା । ଏହାକୁ ନେଇ ଅତ୍ୟଧିକ ଭୟଭୀତ ହୋଇଯାଇଥିଲା ଉମର । ଭୟଭୀତ ହୋଇ ଉମର କାରରେ ବିସ୍ଫୋରଣ କରିଥିବା ସୂଚନା ମିଳିଛି । … Continue reading ଦିଲ୍ଲୀ ବିସ୍ଫୋରଣର ଫରିଦାବାଦ ଲିଙ୍କ