ପ୍ରଖ୍ୟାତ ହିନ୍ଦି କଥାକାର ଶେଖର ଜୋଶୀଙ୍କ ପରଲୋକ

ନୂଆଦିଲ୍ଲୀ: ହିନ୍ଦି ଭାଷାର ପ୍ରଖ୍ୟାତ କଥାକାର ଶେଖର ଜୋଶୀଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ସେ ତାଙ୍କର ଜୀବନକାଳରେ ଦାଜ୍ୟୁ, କୋସି କା ଘଟୱାର ପରି ଅନେକ ପ୍ରଗତିଶୀଳ କାହାଣୀ ଦେଇଯାଇଛନ୍ତି । ତାଙ୍କର ମୃତ୍ୟୁରେ ସାହିତ୍ୟ ଜଗତରେ ଶୋକର ଲହରୀ ଖେଳଯାଇଛି । ତାଙ୍କର ମୃତ୍ୟୁ ପରେ ବିଭିନ୍ନ ମହଲରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।  ୧୯୩୨ ମସିହା ଡିସେମ୍ବର ୧୦ ତାରିଖରେ ଉତ୍ତରାଖଣ୍ଡର ଅଲ୍ମୋଡ଼ା ଜିଲ୍ଲାର … Continue reading ପ୍ରଖ୍ୟାତ ହିନ୍ଦି କଥାକାର ଶେଖର ଜୋଶୀଙ୍କ ପରଲୋକ