34.1 C
Bhubaneswar
Thursday, April 25, 2024
Homeଓଡିଶାସୁନନ୍ଦା ପଟ୍ଟନାୟକଙ୍କ ପରଲୋକ

ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଠ ଶାସ୍ତ୍ରୀୟ କଣ୍ଠଶୀଳ୍ପି ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ । ୮୫ବର୍ଷ ବୟସରେ କୋଲକତାର ଏକ ଘରୋଇ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି । ଅସୁସ୍ଥ ଯୋଗୁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ ସୁନନ୍ଦା । ତାଙ୍କ କାଳଜୟୀ ଗୀତ, ଜୀବନ ପାତ୍ର ମୋ ଭରିଛି କେତେ ମୋତେ.., ପ୍ରଖ୍ୟାତ କବି ବୈକୁଣ୍ଠ ନାଥ ପଟ୍ଟନାୟକଙ୍କ ଝିଅ ହେଲେ ସୁନନ୍ଦା । ଓଡ଼ିଶା ସଂଙ୍ଗୀତ ଏକାଡେମୀ ସହ ଅନେକ ଜାତୀୟ ସମ୍ମାନ ସମ୍ମାନୀତ । ସୁନନ୍ଦାଙ୍କ ଜୀବନି ଉପରେ ନିର୍ମିତ ପ୍ରାମାଣିକ ଚଳଚିତ୍ର ନୀଳମାଧବ ପୁରସ୍କୁତ । ଜାତୀୟ ସ୍ତରରେ ଶ୍ରେଷ୍ଠ ପ୍ରାମାଣିକ ଚଳଚିତ୍ର ବର୍ଗରେ ଏହା ପୁରସ୍ତକୃତ ହୋଇଥିଲା ।
https://onakhabar.com/2020/01/19/rape-murder-case-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking