28.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ନେଇ ମିଛ ଖବର : ଶିକ୍ଷକ ନିଲମ୍ବିତ

କରୋନା ନେଇ ମିଛ ଖବର : ଶିକ୍ଷକ ନିଲମ୍ବିତ

ଧର୍ମଗଡ଼ : କରୋନା ସମ୍ପର୍କିତ ମିଛ ଖବର ଭାଇରାଲ କରି ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ଘଟଣାଟି ଘଟିଛି, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ବୁଡ଼କେଲା ପ୍ରାଥମିକ ବିଦ୍ୟାଳୟରେ । ତାଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବିତ କରାଯାଇଛି । ତାଙ୍କ ନାମ ବିନ୍ଦୁ ମହାନନ୍ଦ ।
ସୂଚନା ଅନୁଯାୟୀ, ଗାଁ’ପାଖରେ ରାଜ୍ୟ ବାହାରୁ ଆସିଥିବା କିଛି ଶ୍ରମିକ କାମ କରୁଥିଲେ । ସେମାନେ କରୋନା ସଂକ୍ରମିତ ବୋଲି ଶିକ୍ଷକ ଖବର ପ୍ରଚାର କରିଥିଲେ । ଏନେଇ ସେ ସୋସିଆଲ ମିଡିଆେରେ ଗୁଜବ ପ୍ରଚାର କରିଥିଲେ । ଏହି ଅଭିଯୋଗରେ ଗତ ୧୫ତାରିଖରେ ଗିରଫ ହୋଇଥିଲେ ।
https://onakhabar.com/2020/03/17/odisha-restriction-extends-upto-april-15/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking