ଲାଇଫ୍ ପାର୍ଟନର ଉପରେ ଅନୈତିକ ସମ୍ପର୍କର ମିଥ୍ୟା ଅଭିଯୋଗ କରିବା ମଧ୍ୟ କ୍ରୁରତା: ହାଇକୋର୍ଟ

ନୂଆଦିଲ୍ଲୀ: ଏକ ବିବାହିତ ଦମ୍ପତିଙ୍କ ମଧ୍ୟରେ ପାରସ୍ପରିକ କଳହ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଗୁଜୁରାଟ ହାଇକୋର୍ଟ । ସେଠାରେ ଥିବା ସାବରକାଣ୍ଠା ବାସିନ୍ଦା ଥିବା ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ନିର୍ଯ୍ୟାତନାରେ ଅସନ୍ତୁଷ୍ଟ ହୋଇ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ପତ୍ନୀ ତାଙ୍କ ବିରୋଧରେ ଆବେଦନ କରିଦେଲେ । ଏହା ପରେ ସ୍ୱାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯେଉଁଠାରେ ସ୍ୱାମୀଙ୍କ ପକ୍ଷରୁ କୁହାଯାଇଥିଲା ଯେ ପତ୍ନୀ ତାଙ୍କ ବିରୋଧରେ ଅନୈତିକ ସମ୍ପର୍କର … Continue reading ଲାଇଫ୍ ପାର୍ଟନର ଉପରେ ଅନୈତିକ ସମ୍ପର୍କର ମିଥ୍ୟା ଅଭିଯୋଗ କରିବା ମଧ୍ୟ କ୍ରୁରତା: ହାଇକୋର୍ଟ