କମିବ ଦିନ ତାପମାତ୍ରା

ଭୁବନେଶ୍ୱର : ଆସନ୍ତା ୭ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ସମୁଦ୍ରରୁ ସ୍ଥଳଭାଗକୁ ବାୟୁ ପ୍ରବାହିତ ହେଉଥିବାରୁ ତାପମାତ୍ରା କମିବ । ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିପାରେ, ରାତିରେ ଅପରିବର୍ତ୍ତିତ ରହିବ । ଉତ୍ତର ଉପକୂଳ ଓଡିଶା, କେନ୍ଦୁଝର, ମୟୂରଭଂଜରେ ବର୍ଷା ସମ୍ଭାବନା । ଆଗାମୀ ୬ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି, ପରେ ପାଗ ଶୁଖିଲା ହେବ । ସୂଚନା ଦେଲେ ପାଣିପାଗ ବିଜ୍ଞାନୀ … Continue reading କମିବ ଦିନ ତାପମାତ୍ରା