ନକଲି ଭିଜିଲାନ୍ସ ଏସପି ମନୋଜ ମାଝିର ଆଜି ସରିବ ରିମାଣ୍ଡ ଅବଧି

ଭୁବନେଶ୍ୱର: ନକଲି ଭିଜିଲାନ୍ସ ଏସପି ମନୋଜ ମାଝିର ଆଜି ସରିବ ରିମାଣ୍ଡ ଅବଧି । ରିମାଣ୍ଡ ବେଳେ STF ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ । ‘ଲଭ କେଲିୟେ କୁଛ ଭି କରେଗା’ ଷ୍ଟାଇଲରେ ଉଡ଼ାଉଥିଲା ଟଙ୍କା । ଠକେଇ ଟଙ୍କାରେ ପ୍ରେମିକାକୁ ବୁଲାଇ ନେଉଥିଲା ବିଦେଶ । ଏହା ସହ ଲୋକଙ୍କୁ ଲଗାଉଥିଲା ଚୂନ । ଠକେଇ ଟଙ୍କାରେ ପ୍ରେମିକାକୁ କିଣି ଦେଉଥିଲା ସୁନା । ଏପରିକି ରିଲାକ୍ସ ହେବା ପାଇଁ ଠକ ପିଉଥିଲା ୨୦ … Continue reading ନକଲି ଭିଜିଲାନ୍ସ ଏସପି ମନୋଜ ମାଝିର ଆଜି ସରିବ ରିମାଣ୍ଡ ଅବଧି