ଫେକ୍ ସିମ୍ କାର୍ଡ ଗ୍ୟାଙ୍ଗର ପର୍ଦ୍ଦାଫାସ୍‌

ଭୁବନେଶ୍ୱର: ଆନ୍ତଃରାଜ୍ୟ ଫେ୍‌କ୍ ସିମ୍ କାର୍ଡ ଓ ବ୍ୟାଙ୍କ ଆକାଓଣ୍ଟ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି । ପଶ୍ଚିମବଙ୍ଗ ମର୍ଶିଦାଦାଦରୁ ମାଷ୍ଟରମାଇଣ୍ଡରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ କଲା ମାଷ୍ଟରମାଇଣ୍ଡକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି କ୍ରାଇମବ୍ରାଞ୍ଚ । ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାରରେ ସକ୍ରିୟ ଥିଲା ରାକେଟ୍ । ଲୋକଙ୍କ ଡକ୍ୟୁମେଣ୍ଟ ନେଇ ବ୍ୟାଙ୍କ ଆକାଉଣ୍ଟ କୋଲି ଠକୁଥିଲେ । ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅପରାଧିକ ଟଙ୍କ ମଧ୍ୟ କରାବାର କରୁଥିଲେ ।