26.1 C
Bhubaneswar
Friday, March 29, 2024
Homeଅପରାଧଲକଡାଉନ୍‌ ଗଳାବାଟ ପାଇଁ ତିଆରି ଚାଲିଥିଲା ଫେକ୍ ପାସ୍, ଅଭିଯୁକ୍ତ ଗିରଫ

ଲକଡାଉନ୍‌ ଗଳାବାଟ ପାଇଁ ତିଆରି ଚାଲିଥିଲା ଫେକ୍ ପାସ୍, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଲକ୍ଡାଉନ୍ ପାଇଁ ଜାଲ ପରିଚୟପତ୍ର ପ୍ରସ୍ତୁତ କରୁଥିବା ଅଭିଯୋଗରେ ଜଣେ ଗିରଫ। ଲକ ଡାଉନ ପାଇଁ ନକଲି ପାସ । ପାସ ପିଛା ୩୦୦ ଟଙ୍କା ନେଉଥିଲା ସୁବାଷ । ନାମୀ ଦାମୀ କମ୍ପାନୀ ଓ ମିଡ଼ିଆ ହାଉସ ନାରେ ପାସ ତିଆରି ହୋଇଥିଲା । ନକଲି ପାସ ବିକୁଥିବା ବେଳେ ସୁବାଷ ବେହେରା ନାମକ ଜଣେ ବ୍ୟକ୍ତିକୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ। ଲକ୍ ଡାଉନରେ ବୁଲିବାକୁ ବ୍ୟକ୍ତି ଜଣକ ଜାଲିଆତି କରି କୋଭିଡ ପାସ୍ ତିଆରି କରୁଥିଲେ। ଫେକ୍ ଆଇ କାର୍ଡ ତିଆରି କରିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ। ଅଭିଯୁକ୍ତକୁ ଗିରଫ କରିବା ପରେ ତନାଘନା ଚାଲିଛି। ବିଭିନ୍ନ କଂପାନୀ ଲୋଗୋ ଲଗାଇ ଫେକ୍ କାର୍ଡ ତିଆରି କରୁଥିଲା ଅଭିଯୁକ୍ତ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking