30.1 C
Bhubaneswar
Saturday, September 24, 2022
Homeଓଡିଶା୨୨ ଲକ୍ଷ ଟଙ୍କା ନକଲି ଔଷଧ ଜବତ

୨୨ ଲକ୍ଷ ଟଙ୍କା ନକଲି ଔଷଧ ଜବତ

କଟକ: କଟକରେ ଆଉ ୨୨ ଲକ୍ଷ ଟଙ୍କା ନକଲି ଔଷଧ ଜବତ । ୩ଟି ଫାର୍ମରେ ଚଢ଼ାଉ କରି ଜବତ କଲା ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ । ଗତ ୩ ଦିନ ଧରି ରେଡ୍ ଚଳାଇଥିଲା ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ । ଆସନ୍ତାକାଲି ଗୟା ଓ ବେଙ୍ଗଲୁରୁ ଜିବେ ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ । ମାମଲାର ତଦନ୍ତ ପାଇଁ ପୂର୍ବରୁ ରାଜ୍ୟ ବାହାରକୁ ଯାଇଥିଲା ପୋଲିସ ।  ସୂଚନାନୁଯାୟୀ, ନକଲି ଔଷଧ ନେଇ ବିହାର ଡ୍ରଗ କଣ୍ଟ୍ରୋଲରଙ୍କୁ ଅବଗତ କରାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଉତ୍ତର ଆସିଲା ନାହିଁ ।

ଏବେ ଏହାର ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଏକ ଟିମ୍ ଗଠନ କରିଛନ୍ତି । ଯେଉଁଥିରେ ଆସିଷ୍ଟାଣ୍ଟ ଡ୍ରଗ୍ କଣ୍ଟ୍ରୋଲରଙ୍କ ସମେତ ଦୁଇ ଜଣ ପୋଲିସ ଅଫିସର ଅଛନ୍ତି । ସେ ଦିଗରେ ତଦନ୍ତ କରିବା ପାଇଁ ଏହି ଟିମ୍ ବିହାର ଯାଇଛି। ତେଣୁ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ବିହାରର ସ୍ଵାସ୍ଥ୍ୟ ବିଭାଗକୁ ଚିଠି ଲେଖିଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking