40.1 C
Bhubaneswar
Wednesday, April 24, 2024
Homeଓଡିଶାଆଇପିଏସଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଣ୍ଟ

ଆଇପିଏସଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଣ୍ଟ

ଭୁବନେଶ୍ୱର : ଆଇପିଏସ୍ ଅଫିସର ତଥା ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁଙ୍କ ନାଁରେ ଫେକ୍ ଫେସ୍‌ବୁକ୍ ଆକାଉଣ୍ଟ ଖୋଲା ଯାଇଥିବା ନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଦୁର୍ବୃତ୍ତ ଫେକ୍ ଆକାଉଣ୍ଟ ପ୍ରୋଫାଇଲରେ ଅନୁପଙ୍କ ଫଟୋ ଦେଇଛନ୍ତି । ତେଣୁ ଏହି ଆକଉଣ୍ଟରୁ ପଠା ଯାଉଥିବା ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ ନ କରିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।
ଅନୁପ ପୂର୍ବରୁ ଭୁବନେଶ୍ୱର ଡିସିପି ଥିଲେ। ତେବେ କଛିଦିନ ହେଲା ବହୁ ବଡବଡିଆଙ୍କ ନାଁରେ ଫେସବୁକ୍ ଓ ଟ୍ୱିଟରର ଫେକ ଆକାଉଣ୍ଟମାନ ଖୋଲାଯାଉଥିବାର ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ଲୋକେ ନକଲି ଆଇଡି ସହାୟତାରେ ଟଙ୍କା ମଧ୍ୟ ମାଗୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking