ନକଲି ଡାକ୍ତର ଗିରଫ : ରୋଗୀ ବେଶରେ ଯାଇ ଗିରଫ କଲେ ଥାନା ଆଇଆଇସି

ଢେଙ୍କାନାଳ: ନକିଲ ରୋଗୀ ଧରିଲା ନକଲି ଡାକ୍ତର । ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ବାବୁଲ କ୍ଲିନିକରୁ ନକଲି ଡାକ୍ତର ଗିରଫ । ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ । ଆଇଆଇସି ନକଲି ରୋଗୀ ବେଶରେ ଯାଇ ଏହି ନକଲି ଡାକ୍ତରଙ୍କୁ ଗିରଫ କରିଛନ୍ତି । ଗିରଫ ଯୁବକ ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ଶୁଭ୍ରଜିତ ପଣ୍ଡା ବୋଲି ଜଣାପଡିଛି । ସାନଖେମୁଣ୍ଡି ସମେତ କଟକର ଘରୋଇ କ୍ଲିନିକରେ ପୋଲିସ … Continue reading ନକଲି ଡାକ୍ତର ଗିରଫ : ରୋଗୀ ବେଶରେ ଯାଇ ଗିରଫ କଲେ ଥାନା ଆଇଆଇସି