ଫେକ୍ ସାର୍ଟିଫିକେଟ: କୋର୍ଟରେ ସିବି

ବଲାଙ୍ଗିର: ଫେକ୍ ସାର୍ଟିଫିକେଟ ମାମଲା ପାଇଁ କୋର୍ଟରେ କ୍ରାଇମବ୍ରାଞ୍ଚ । ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ ପାଇଁ କୋର୍ଟରେ ପଂହଚିଲା କ୍ରାଇମବ୍ରାଞ୍ଚ । ଉଭୟଙ୍କୁ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବା ସମ୍ଭାବନା । ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ, ୩ ଗୁରୁତର