ଜାଲ୍ ସାର୍ଟିଫିକେଟ: ୪ ଶିକ୍ଷକ ବିଦା

ବଲାଙ୍ଗିର: ନକଲି ସାର୍ଟିଫିକେଟ ଦେଇ ଚାକିରି ମାମଲା । ୪ ଶିକ୍ଷକଙ୍କୁ ବହିଷ୍କାର କଲେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ।ସଂପୃକ୍ତ ୪ ଶିକ୍ଷକଙ୍କ ନାଁରେ ପୂର୍ବରୁ ଥାନାରେ ଏତଲା ହୋଇଥିଲା । ଥାନାରେ ଏତଲା ସହ ପୂର୍ବରୁ ନିଲମ୍ବିତ ହୋଇଥିଲେ ୪ ଶିକ୍ଷକ । ଏବେ ୪ ବହିଷ୍କୃତ ହେବା ପରେୂ ଆଗକୁ ସଂଖ୍ୟା ବଢିବାରେ ସମ୍ଭବନା ରହିଛି । ମେଟ୍ରୋ ପ୍ରକଳ୍ପକୁ ପୁଣି ଧର୍ମେନ୍ଦ୍ରଙ୍କ କଟାକ୍ଷ