ଆସ୍ଥା ଏବଂ ଧର୍ମ କାହାକୁ ନିଜ ଇଚ୍ଛା ମୁତାବକ ଜୀବନସାଥୀ ବାଛିବାରେ ରୋକିପାରିବ ନାହିଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ନିଜ ଇଚ୍ଛାରେ ଜୀବନସାଥୀ ବାଛିବା ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଆସ୍ଥା ଏବଂ ଧର୍ମ କାହାକୁ ନିଜ ଇଚ୍ଛା ମୁତାବକ ଜୀବନସାଥୀ ବାଛିବାରେ ରୋକିପାରିବ ନାହିଁ। ହାଇକୋର୍ଟଙ୍କ କହିବା ହେଲା, ବିବାହ କରିବାର ଅଧିକାର ହେଉଛି ମାନବ ସ୍ୱାଧୀନତା। ନିଜ ପସନ୍ଦର ବ୍ୟକ୍ତିଙ୍କୁ ବିବାହ କରିବାର ଅଧିକାର ହେଉଛି ସାମ୍ବିଧାନିକ ଅଧିକାର। ସମ୍ବିଧାନର ଅନୁଚ୍ଛେଦ ୨୧ରେ ଏହା ବିଷୟରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ ସୌରଭ ବାନାର୍ଜୀ କହିଛନ୍ତି, … Continue reading ଆସ୍ଥା ଏବଂ ଧର୍ମ କାହାକୁ ନିଜ ଇଚ୍ଛା ମୁତାବକ ଜୀବନସାଥୀ ବାଛିବାରେ ରୋକିପାରିବ ନାହିଁ: ଦିଲ୍ଲୀ ହାଇକୋର୍ଟ