ମାହାଙ୍ଗା ଡବଲ ମର୍ଡର, ୯ ଜଣଙ୍କୁ ଆଜୀବନ

ଭୁବନେଶ୍ୱର: ବହୁର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲା । ୯ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ । ସାଲେପୁର ଏଡିଜେ ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ତେବେ ପ୍ରମାଣ ଅଭାବରୁ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଗତ ୨୦୨୧ ମସିହା ୨ ଜାନୁଆରୀରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଉକ୍ତ ଦିନ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମଭାବେ ହତ୍ୟା କରାଯାଇଥିଲା । ଚଳିତ ବର୍ଷ … Continue reading ମାହାଙ୍ଗା ଡବଲ ମର୍ଡର, ୯ ଜଣଙ୍କୁ ଆଜୀବନ