39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଆଦାନୀ ଗ୍ରୁପର ସେୟାରରେ ୭ ବିଲିୟନ ଡଲାରର କ୍ଷତି

ଆଦାନୀ ଗ୍ରୁପର ସେୟାରରେ ୭ ବିଲିୟନ ଡଲାରର କ୍ଷତି

ନୂଆଦିଲ୍ଲୀ: ସେୟାର ମାର୍କେଟରେ ସୋମବାରରୁ ଆଦାନୀ ଗ୍ରୁପର ସେୟାର ପାଇଁ ସମସ୍ୟା ହେଉଛି । ସୋମବାର ସୂଚନା ମିଳିଥିଲା ଯେ, ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟରୀ ଲିମିଟେଡ ଗ୍ରୁପର ୩ ନିବେଶକ- ଅଲବୁଲା ଇନଭେଷ୍ଟମେଣ୍ଟ, କ୍ରିଷ୍ଟା ଫଣ୍ଡ ଓ ଏପିଏମଏସ ଇନଭେଷ୍ଟମେଣ୍ଟ ଫଣ୍ଡର ଆକାଉଣ୍ଟକୁ ଫ୍ରିଜ କରିଦେଇଛି । ଯାହାପରେ କମ୍ପାନୀର ସେୟାର ହ୍ରାସ ପାଇଛି ଏବଂ ଗ୍ରୁପର ଫ୍ଲାଗସିପ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେଜର ଶେୟାର ୨୫ ପ୍ରତିଶତ ହ୍ରାସ ପାଇଛି । ଏନଏସଡିଏଲ ପରେ ଗ୍ରୁପକୁ ସ୍ପଷ୍ଟିକରଣ ଦେଇଥିଲା ଯେ, କମ୍ପାନୀର ସେୟାର ହୋଲ୍ଡରଙ୍କ ଆକାଉଣ୍ଟ ଆକ୍ଟିଭ ରହିଛି । ଆକ୍ସ କିଛି ଅନ୍ୟ କେସରେ ନିଆଯାଇଛି । ଆଦାନୀ ଗ୍ରୁପ ବି ଏହା ଉପରେ ବୟାନ ଜାରି କରିଥିଲା । କମ୍ପାନୀ କହିଥିଲା ଯେ, ନିବେଶକଙ୍କ ଆକାଉଣ୍ଟ ଆକ୍ଟିଭ ରହିଛି । ହେଲେ ଏହା ପରେ ବି ଆଦାନୀ ଗ୍ରୁପର ସେୟାରରେ କିଛି ଅଧିକ ସୁଧାର ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking