43.9 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଅବକାରୀ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ

ଅବକାରୀ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ

ଯାଜପୁର: ଯାଜପୁର ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଂଳ ପରିମାଣର ମଦ ଜବତ କରାଯିବା ସହିତ ୫ ଜଣଙ୍କୁ ଗିରଫ କରାଯାଇଛି । ସହରର ଗରିଆପୁର, ସିନ୍ଦୁରାଇମୁହଁ, ମୋଟରଂଗାପାଳ ଆଦି ଅଂଚଳରେ ଚଢ଼ାଉ କରାଯାଇଥିଲା । ଏ ନେଇ ଯାଜପୁର ଅବକାରୀ ବିଭାଗରେ ୪ଟି ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟ ଦୁଇଟି ମାମଲା ଯାଜପୁର ଥାନାରେ ରୁଜୁ ହୋଇଥିବା ଜଣାପଡିଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking