ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର:ରାଜ୍ୟ ସରକାର ରାଜ୍ୟରେ ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଅରୁଣ କୁମାର ରାୟ ହୋଇଛନ୍ତି ଯୋଗାଯୋଗ ଅତିରିକ୍ତ ଡିଜିପି । ସେହିପରି ଲଳିତ ଦାସ ହୋଇଛନ୍ତି ପୋଲିସ ମୁଖ୍ୟାଳୟ ଅତିରିକ୍ତ ଡିଜିପି। ଯଶବନ୍ତ ଜେଠୱା ହେଲେ ଆଇନଶୃଙ୍ଖଳା ଏଡ଼ିଜି । ସେହିପରି ବିନୟତୋଷ ମିଶ୍ର ହେଲେ କ୍ରାଇମବ୍ରାଞ୍ଚ ରେକର୍ଡ଼ସ ବ୍ୟୁରୋ ନିର୍ଦ୍ଦେଶକ। ସଞ୍ଜୟ କୁମାର ସିଂହ ହୋଇଛନ୍ତି ଆଧୁନିକୀକରଣ ଆଇଜି। ଅନ୍ୟପଟେ ରେଖା ଲୋହାନୀ ହେଲେ ଟୁଇନ ସିଟି ଅତିରିକ୍ତ ପୋଲିସ କମିସନର। ରିତୁ ଆରୋରା ହେଲେ ଗୃହ ବିଭାଗର ଓଏସଡ଼ି। ରାଜେଶ କୁମାର ହେଲେ ଫୋରେନସିକ ଲାବୋରେଟୋରିର ଆଇଜି। ଢ଼େଙ୍କାନାଳ ଏସପି ଅନୁପମା ଜେଏମସିଙ୍କୁ ଏସପି ଭିଜିଲାନ୍ସ ଦାୟିତ୍ୱ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here