27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପ୍ରଶାସନିକ ସ୍ତରରେ ଅଦଳବଦଳ

ପ୍ରଶାସନିକ ସ୍ତରରେ ଅଦଳବଦଳ

ଭୁବନେଶ୍ୱର:ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସ୍ତରରେ ୮ ଅଧିକାରୀଙ୍କ ବଦଳି କରିଛନ୍ତି । କିଶୋର ଚନ୍ଦ୍ର ଦାସ ହୋଇଛନ୍ତି ବାଣିଜ୍ୟ ଓ ପରିବହନ ଯୁଗ୍ମ ସଚିବ । ସେହିପରି ପୁରନ୍ଦର ଧରୁଆ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଯୁଗ୍ମ ସଚିବ, ଶୁଭ୍ରା ମହାନ୍ତି ସମବାୟ ବିଭାଗର ଯୁଗ୍ମ ସଚିବ, ସଙ୍ଘମିତ୍ରା ଶତପଥୀ ଯୁଗ୍ମ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ , ରେଣୁପ୍ରଭା ନାୟକ ଦକ୍ଷତା ବିକାଶ ବିଭାଗର ଯୁଗ୍ମ ସଚିବ, ଲୋକନାଥ ଦଳବେହେରା ଗଜପତି ଡିଆଡ଼ିଏର ଏପିଡ଼ି, ଶକ୍ତିକାନ୍ତ ରାୟ ଖେଶର୍ଦ୍ଧା ଡିଆରଡ଼ିଏର ଏପିଡ଼ି, ଗୋପୀନାଥ କୁଅଁର ଯାଜପୁର ଡ଼ିଆରଡ଼ିଏର ଅତିରିକ୍ତ ପିଡ଼ି ହୋଇଥିବା ସୂଚନା ମିଳିଛି ।

ଛୋଟପିଲା କରୋନାରେ ସଂକ୍ରମିତ ହେଲେ କିପରି ଚିକିତ୍ସା କରାଯିବ ସୂଚନା ଦେଲେ ରାଜ୍ୟ ସରକାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking