26.1 C
Bhubaneswar
Friday, March 29, 2024
Homeଓଡିଶାଆଇଏଏସ ସ୍ତରରେ ଅଦଳବଦଳ

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର ।ବିଷ୍ଣୁପଦ ସେଠୀ ହେଲେ ଉଚ୍ଚ ଶିକ୍ଷା ସଚିବ । ବିଷ୍ଣୁପଦଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ଦାୟିତ୍ୱ । ଅରବିନ୍ଦ ପାଢୀ ହେଲେ କୃଷି ଓ କୃଷକ ସଶକ୍ତୀକରମ ସଚିବ । ଅରବିନ୍ଦଙ୍କୁ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବ ପରେ ଅରବିନ୍ଦ ଙ୍କୁ ମିଳିଲା ନିଯୁକ୍ତି । ସଂଜୟ କୁମାର ସିଂହ ହେଲେ ଗ୍ରାମ୍ୟ ଉନ୍ନୟନ ସଚିବ । ସଂଜୟଙ୍କୁ ଆଇ ଆଣ୍ଡ ପିଆର ସଚିବ , ବିଡିଏ ଭିସି ଭାବେ ଅତିରିକ୍ତ ଦୟିତ୍ୱ । ଅଶଥି, ଏସ ହେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking