29.1 C
Bhubaneswar
Wednesday, April 24, 2024
Homeଓଡିଶାଓଏଏସ ସ୍ତରରେ ଅଦଳ ବଦଳ

ଓଏଏସ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନ ରେ ସ୍ପେଶାଲ ସେକ୍ରେଟାରୀ ଥିବା ଶ୍ରୀ ରଘୁରାମ ଆର, ଲାୟର ଙ୍କୁ ଉଚ୍ଚଶିକ୍ଷା ବିଭାଗ ସହ ଏସସିଇଆରଟି ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି । ଏମକେସିଜି ମେଡିକାଲ କଲେଜ ର ଆଡମିନଷ୍ଟ୍ରେଟର ଥିବା ସୁଦାମ ଚରଣ ମଣ୍ଡଳ ଙ୍କ ବଦଳି ରାଜ୍ୟ ଖଦି ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହୋଇଛି । ପାରାଦ୍ୱିପର ଅତିରିକ୍ତ ଜିଲ୍ଲା ମାଜଷ୍ଟ୍ରେଟ ପଦରେ ଥିବା କାହ୍ନୁ ଚରଣ ଧୀର ଙ୍କର ପାରାଦ୍ୱିପ ମୁନିସପାଲିଟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି । ସେହିପରି ଅନୁଜ କୁମାର ଦାସ ପଟ୍ଟନାୟକଙ୍କର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ପଦରୁ ଇସ୍ପାତ ଏବଂ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ସୈାରିନ୍ଦ୍ରକୁମାର ରାଉତରାୟ ଙ୍କର ପାରାଦ୍ୱିପ ମୁନିସ ପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁ ରାଜ୍ୟ ଏଚ ଆଣ୍ଡ ୟୁ ଡି ବିଭାଗ ର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ଭୁବନେଶ୍ୱର ମୁନିସପାଲିଟ ର ଡେପୁଟି କମିଶନର ଥିବା ଶୁଭେନ୍ଦୁ କୁମାର ସାହୁ ଙ୍କର ବଦଳି ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଖୋର୍ଦ୍ଧା କୁ ବଦଳି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking