33.1 C
Bhubaneswar
Wednesday, April 24, 2024
Homeଓଡିଶାଓଏଏସ ସ୍ତରରେ ଅଦଳବଦଳ

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଓଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ଶ୍ରୀ କୈଳାସ ଚନ୍ଦ୍ର ନାୟକଙ୍କୁ ଏଲଏଓ , ଆର ଆଣ୍ଡ ଆର ବିଭାଗର ଅତିରିକ୍ତ ସଚିବରୁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ବଦଳି କରାଯାଇଛି । ସେହିପରି ଦୈାଲତ ଚନ୍ଦ୍ରକାରଙ୍କୁ ଉପଜିଲ୍ଲାପାଳ , ପାନପୋସ , ସୁନ୍ଦରଗଡ ରୁ ପିଡି , ଡିଆରଡିଏ,ମୟୁରଭଂଜ ବିଭାଗକୁ, ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟରୁ ପୁରୀ ଏଡିଏମ ବିଭାଗକୁ , ସୁଭେନ୍ଦୁ କୁମାର ସାମଲଙ୍କୁ ଉପଜିଲ୍ଲାପାଳ ବରଗଡରୁ , ଟିଇ ଆଣ୍ଡ ଏସସିଇଆରଟି ବିଭାଗକୁ ବଦଳି ,ଅଭିମନ୍ୟୁ ବେହେରାଙ୍କୁ ଉପଜିଲ୍ଲାପାଳ ସୁନ୍ଦରଗଡରୁ ପିଡି ଡିଆରଡିଏ ବିଭାଗ କଳାହାଣ୍ଡିକୁ ବଦଳି ଏବଂ ତନ୍ମୟ କୁମାର ଦରବ୍ୱାନ ଙ୍କୁ ପିଡି ଡିଆରଡିଏ ସମ୍ବଲପୁର ରୁ ପିଡି ଡିଆରଡିଏ ବିଭାଗ ଢେଙ୍କନାଳ ଙ୍କୁ ବଦଳି କରାଯାଇଛି । ୬ ଜଣଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking